ଅର୍ଥ : ଜରତ୍କାରୁଙ୍କ ପୁତ୍ର ଥିବା ଜଣେ ଋଷି ଯାହାଙ୍କ ବର୍ଣ୍ଣନା ମହାଭାରତରେ ମିଳେ
ଉଦାହରଣ :
ଜନ୍ମେଜୟଙ୍କ ସର୍ପ ଯଜ୍ଞରେ ତକ୍ଷକ ନାମକ ସର୍ପକୁ ଭସ୍ମ ହେବାରୁ ଆସ୍ତିକ ଋଷି ବଞ୍ଚାଇ ଥିଲେ
ସମକକ୍ଷ : ଆସ୍ତିକ
ଅନ୍ୟ ଭାଷାରେ ଅନୁବାଦ :
एक ऋषि जिनका वर्णन महाभारत में मिलता है और जो जरत्कारु के पुत्र थे।
आस्तीक ने जनमेजय के सर्पयज्ञ में तक्षक नामक सर्प को भस्म होने से बचाया था।A mentor in spiritual and philosophical topics who is renowned for profound wisdom.
sage