ଅର୍ଥ : କାହାର ରୂପ, ଗୁଣଆଦି କାରଣରୁ ତା ଉପରେ ପ୍ରସନ୍ନ, ଅନୁରକ୍ତ, ବା ମୋହିତ ହେବା
ଉଦାହରଣ :
ଶ୍ୟାମ ରାଧାଙ୍କ ସୁନ୍ଦରତାରେ ଆସକ୍ତ ମୀରା ମୋହନପ୍ରତି ଆସକ୍ତ
ସମକକ୍ଷ : ଅନୁରକ୍ତ, ଢଳିବା, ମୋହିତ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी के रूप, गुण आदि के कारण उस पर प्रसन्न, अनुरक्त या मोहित होना।
श्याम राधा की सुन्दरता पर आसक्त है।