ଅର୍ଥ : ପାଣିରେ ଗୋଳାଇ କୌଣସି ପରିବାରେ ମିଶା ଯାଉଥିବା ବେସନ ବା ଅଟା
ଉଦାହରଣ :
ଆଲନ ପକାଇଲେ ତରକାରିର ଝୋଳ ଗାଢ଼ା ହୁଏ
ଅନ୍ୟ ଭାଷାରେ ଅନୁବାଦ :
किसी साग में पानी में घोलकर मिलाया जाने वाला बेसन या आटा।
आलन डालने से सब्जी का रस गाढ़ा होता है।Fine powdery foodstuff obtained by grinding and sifting the meal of a cereal grain.
flourଅର୍ଥ : କାନ୍ଥ ଲିପିବା ପାଇଁ ମାଟିରେ ମିଶା ଯାଇଥିବା ଘାସପତ୍ର
ଉଦାହରଣ :
ଆଲନ କମ ହେଲେ କାନ୍ଥରେ ଫାଟ ପଡ଼େ
ଅନ୍ୟ ଭାଷାରେ ଅନୁବାଦ :