ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆରୋହଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆରୋହଣ   ବିଶେଷ୍ୟ

ଅର୍ଥ : ଚଢ଼ିବା ପ୍ରକ୍ରିୟା

ଉଦାହରଣ : ଘୋଡ଼ାରେ ଆରୋହଣ କରିବା ସମୟରେ ରାମ ପଡ଼ିଗଲା

ସମକକ୍ଷ : ଅଧିରୋହଣ

सवार होने की क्रिया।

घोड़े पर सवारी करते समय राम गिर पड़ा।
अधिक्रम, अधिरोहण, अरोहन, आरोह, आरोहण, सवारी

ଅର୍ଥ : ଉପରଆଡ଼କୁ ଉଠିବାର ପ୍ରକ୍ରିୟା

ଉଦାହରଣ : ପର୍ବତ ଆରୋହଣ ସମସ୍ତଙ୍କ ପାଇଁ ସହଜ ନୁହେଁ

ସମକକ୍ଷ : ଅଧିରୋହ, ଅଧିରୋହଣ, ଚଢ଼ା

ऊपर की ओर चढ़ने की क्रिया या भाव।

पर्वत की चढ़ाई सबके बस की बात नहीं है।
अधिक्रम, अधिरोह, अधिरोहण, अरोहन, आरोह, आरोहण, चढ़ाई, चढ़ान, चढ़ाव

A movement upward.

They cheered the rise of the hot-air balloon.
ascension, ascent, rise, rising