ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆରମ୍ଭିକ ଅଭିନୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆରମ୍ଭିକ ଅଭିନୟ   ବିଶେଷ୍ୟ

ଅର୍ଥ : ଚେସ ଖେଳରେ ଆରମ୍ଭରୁ ଗୋଟି ଚାଲାଇବା ନିମନ୍ତେ ଏକ ସ୍ୱୀକୃତ କ୍ରମ

ଉଦାହରଣ : ଆରମ୍ଭ ପରେ ଚେସ୍‌ ଖେଳାଳୀ ବହୁତ ଭାବିଚିନ୍ତି ଗୋଟିଗୁଡ଼ିକୁ ଚଲାଇବାରେ ଲାଗିଲା

ସମକକ୍ଷ : ପ୍ରଥମ ଅଭିନୟ, ପ୍ରାରମ୍ଭିକ ଅଭିନୟ

* शतरंज में खेल के शुरू में गोटियों के चलने का एक स्वीकृत क्रम।

शुरुआत के बाद शतरंजी बहुत सोच-विचारकर गोटियों को चलने लगा।
आरंभ, आरम्भ, ओपनिंग, चेस ओपनिंग, शुरुआत

A recognized sequence of moves at the beginning of a game of chess.

He memorized all the important chess openings.
chess opening, opening

ଅର୍ଥ : ପ୍ରଥମ ଅଭିନୟ ବା ଆରମ୍ଭର ଅଭିନୟ

ଉଦାହରଣ : ପ୍ରାରମ୍ଭିକ ଅଭିନୟର ଅନେକ ପ୍ରଶଂସା ହେଲା

ସମକକ୍ଷ : ପ୍ରଥମ ଅଭିନୟ, ପ୍ରାରମ୍ଭିକ ଅଭିନୟ

* पहला या शुरू का प्रदर्शन।

प्रथम प्रदर्शन की बहुत प्रशंसा हुई।
आरंभ, आरम्भ, ओपनिंग, पहला प्रदर्शन, प्रथम प्रदर्शन, शुरुआत, शुरुआती प्रदर्शन

The first performance (as of a theatrical production).

The opening received good critical reviews.
curtain raising, opening, opening night