ଅର୍ଥ : ଏକ ପ୍ରକରର ଅଙ୍ଗୁର
ଉଦାହରଣ :
ଗ୍ରୀଷ୍ମ ଦିନେ ରସାଳୁଆ ଆବୀ ଅଙ୍ଗୁର ଖାଇ ଦେହ ପ୍ରସନ୍ନ ହୋଇଯାଏ
ସମକକ୍ଷ : ଆବୀ ଅଙ୍ଗୁର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପାଣି ପାଖରେ ରହୁଥିବା ଗୋଟିଏ ପକ୍ଷୀ ଯାହାର ଥଣ୍ଟ ଶାଗୁଆ ଏବଂ ପାଦ ଧଳା ହୋଇଥାଏ
ଉଦାହରଣ :
ଶିକାରୀର ଶବ୍ଦ ଶୁଣି ଆବୀ ଉଡି ଗଲା
ଅନ୍ୟ ଭାଷାରେ ଅନୁବାଦ :
जल के किनारे रहनेवाली एक चिड़िया जिसकी चोंच हरी और पैर सफेद होते हैं।
शिकारी की आहट पाकर आबी उड़ गई।