ଅର୍ଥ : ରୋଗୀ ଟିକେ ଭଲ ହେବାପରେ ସେହି ରୋଗ ପୁଣି ଥରେ ହେବାର କ୍ରିୟା
ଉଦାହରଣ :
ଦାଦା ଆବର୍ତ୍ତନର ଶିକାର ହେଲେ
ସମକକ୍ଷ : ରୋଗ ଓଲଟିବା
ଅର୍ଥ : ଗୋଲାକାରରେ ଘୂରିବା ବା ଚକ୍ରରେ ଘୂରିବା ବା ଘୂରାଇବା ପ୍ରକ୍ରିୟା,ଅବସ୍ଥା ବା ଭାବ
ଉଦାହରଣ :
ବଲର ଆବର୍ତ୍ତନ ବହୁତ ତୀବ୍ର
ସମକକ୍ଷ : ଘୂର୍ଣ୍ଣନ