ଅର୍ଥ : ଆନ୍ଦୋଳନ କରିବା ନିମନ୍ତେ ପ୍ରଯତ୍ନ
ଉଦାହରଣ :
ସରକାରଙ୍କଦ୍ୱାରା ଆଖୁ କାରଖନା ବନ୍ଦ କରିବା ଆଦେଶ ଜାରୀ କରାଯିବାରୁ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଲେ
ଅନ୍ୟ ଭାଷାରେ ଅନୁବାଦ :
A series of actions advancing a principle or tending toward a particular end.
He supported populist campaigns.ଅର୍ଥ : ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା
ଉଦାହରଣ :
ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା
ସମକକ୍ଷ : ଉପଦ୍ରବ, ଦମନ, ବିଦ୍ରୋହ, ବିପ୍ଳବ, ବିରୋଧ
ଅନ୍ୟ ଭାଷାରେ ଅନୁବାଦ :
Organized opposition to authority. A conflict in which one faction tries to wrest control from another.
insurrection, rebellion, revolt, rising, uprisingଅର୍ଥ : ଲୋକମାନଙ୍କର ଯେଉଁ ସମୂହ କିଛି ବିଶେଷ ଲକ୍ଷ୍ୟପ୍ରାପ୍ତିପାଇଁ ଏକସଙ୍ଗେ ପ୍ରଯତ୍ନଶୀଳ
ଉଦାହରଣ :
ଏହି ଆନ୍ଦୋଳନ ନିଜ ଦାବିକୁ ନେଇ କୌଣସି ଆପୋଷ ସମାଧାନ କରିବନାହିଁ
ଅନ୍ୟ ଭାଷାରେ ଅନୁବାଦ :
A group of people with a common ideology who try together to achieve certain general goals.
He was a charter member of the movement.ଅର୍ଥ : କିଛି ସିଦ୍ଧାନ୍ତକୁ ଆଗକୁ ବଢ଼ାଇବା ବା କୌଣସି ବିଶେଷ ସମାପ୍ତିର ମୋଡ଼ଦବା ବା ନବା କାର୍ଯ୍ୟର ଗୋଟିଏ ଶୃଙ୍ଖଳା
ଉଦାହରଣ :
ସେ ଜନବାଦୀ ଆନ୍ଦୋଳନକୁ ସମର୍ଥନ କଲା
ସମକକ୍ଷ : ଅଭିଯାନ
ଅନ୍ୟ ଭାଷାରେ ଅନୁବାଦ :
A series of actions advancing a principle or tending toward a particular end.
He supported populist campaigns.ଅର୍ଥ : ଅନିର୍ଣ୍ଣୟାତ୍ମକ ସ୍ଥିତିରେ ମନରେ ହେଉଥିବା ଆନ୍ଦୋଳନ
ଉଦାହରଣ :
ପରସ୍ପର ବିରୋଧୀ ଭାବ କାରଣରୁ ତା ମନରେ ଆନ୍ଦୋଳନ ହେଉଛି
ଅନ୍ୟ ଭାଷାରେ ଅନୁବାଦ :
A mental state of extreme emotional disturbance.
agitation