ଅର୍ଥ : ଏଭଳି କିଛି ଉଚ୍ଚ ସିଦ୍ଧାନ୍ତ ଯାହା ମନୁଷ୍ୟ ନିଜ ଜୀବନରେ ଆପଣାଇନିଏ ଏବଂ ସେ ଅନୁସାରେ ଚାଲିବାକୁ ଠିକ୍ ମନେ କରେ
ଉଦାହରଣ :
ସମସ୍ତଙ୍କର ନିଜ ନିଜର ଆଦର୍ଶ ଥାଏ
ଅର୍ଥ : ଯାହାର ରୂପ, ଗୁଣ ଆଦିର ଅନୁକରଣ କରାଯାଏ ବା ଯିଏ ସମ୍ପୂର୍ଣ୍ଣତାର ଏକ ଉତ୍ତମ ମାନଦଣ୍ଡ
ଉଦାହରଣ :
ଗୋପବନ୍ଧୁ ଜଣେ ଆଦର୍ଶ ବ୍ୟକ୍ତି ଥିଲେ