ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଦର୍ଶବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଦର୍ଶବାଦ   ବିଶେଷ୍ୟ

ଅର୍ଥ : ଏହି ସିଦ୍ଧାନ୍ତ ଯେ, ମଣିଷକୁ ସବୁବେଳେ ନିଜର ଆଦର୍ଶ ବା ଅତି ଉତ୍ତମ ବିଷୟ ନିଜ ସାମ୍ନାରେ ରଖି ତାର ସିଦ୍ଧି ପ୍ରାପ୍ତିପାଇଁ ଆବଶ୍ୟକୀୟ କାର୍ଯ୍ୟ କରିବା ଉଚିତ

ଉଦାହରଣ : ଆମେ ଜୀବନରେ ଆଦର୍ଶବାଦକୁ ଆପଣେଇବା ଦରକାର

ସମକକ୍ଷ : ଆଦର୍ଶବାଦିତା

यह सिद्धांत कि मनुष्य को सदा अपने आदर्श या अच्छी से अच्छी बातें अपने सामने रखकर उनकी सिद्धि या प्राप्ति के लिए सब कार्य करने चाहिए।

हमें अपने जीवन में आदर्शवाद अपनाना चाहिए।
आदर्शवाद, आदर्शवादिता

Impracticality by virtue of thinking of things in their ideal form rather than as they really are.

idealism