ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆତ୍ମାନୁଭୂତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆତ୍ମାନୁଭୂତି   ବିଶେଷ୍ୟ

ଅର୍ଥ : ମନରେ ଥିବା ସେହି ସ୍ୱାଭାବିକ ଜ୍ଞାନ ଯାହାଦ୍ୱାରା କିଛିକଥା ବେଳେବେଳେ ବିନା ବିଚାରରେ ଆପେ ଆପେ ସମ୍ମୁଖକୁ ଚାଲିଆସେ

ଉଦାହରଣ : ସବୁ ପ୍ରାଣୀଙ୍କର ଅନ୍ତର୍‌ଜ୍ଞାନ ଅଛି

ସମକକ୍ଷ : ଅନ୍ତରାନୁଭୂତି, ଅନ୍ତର୍‌ଜ୍ଞାନ, ଆତ୍ମଜ୍ଞାନ

मन में होनेवाला वह स्वाभाविक ज्ञान जिससे कोई बात बिना सोचे आप से आप सामने आ जाती है।

हर प्राणी में अंतर्ज्ञान होता है।
अंतरानुभूति, अंतर्ज्ञान, अंतर्बोध, अन्तरानुभूति, अन्तर्ज्ञान, अन्तर्बोध, आत्मज्ञान, आत्मानुभूति, परिज्ञान, परोक्षदर्शन

Instinctive knowing (without the use of rational processes).

intuition