ଅର୍ଥ : ମନ ବା ଚିତ୍ତ ବୃତ୍ତିସବୁକୁ ବଶରେ ରଖିବାର କ୍ରିୟା
ଉଦାହରଣ :
ସଂଯମ ଦ୍ୱାରା ରୋଗରୁ ରକ୍ଷା ମିଳିପାରିବ
ସମକକ୍ଷ : ଆତ୍ମନିଗ୍ରହ, ସଂଯମ
ଅନ୍ୟ ଭାଷାରେ ଅନୁବାଦ :
मन या चित्त की वृत्तियों को वश में रखने की क्रिया।
संयम द्वारा रोगों से बचा जा सकता है।The trait of resolutely controlling your own behavior.
possession, self-command, self-control, self-possession, self-will, will power, willpower