ଅର୍ଥ : ଯାହାର ଆତ୍ମଜ୍ଞାନ ଅଛି
ଉଦାହରଣ :
ଆତ୍ମଜ୍ଞାନୀ ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ପୁନରୁଦ୍ଧାର କଲେ
ସମକକ୍ଷ : ଆତ୍ମଜ୍ଞାନୀ, ଆତ୍ମଦର୍ଶୀ, ତତ୍ତ୍ୱଦର୍ଶୀ
ଅନ୍ୟ ଭାଷାରେ ଅନୁବାଦ :
जिसे आत्म का ज्ञान हो।
आत्मज्ञानी शंकराचार्य ने हिन्दू धर्म का पुनरुद्धार किया।