ଅର୍ଥ : ଯେ ଡରି ଯାଇଛି
ଉଦାହରଣ :
ସିଂହ ଆସିବା ଖବର ଶୁଣି ଗାଁଲୋକ ଆତଙ୍କିତ ହୋଇଗଲେ
ସମକକ୍ଷ : ତ୍ରସ୍ତ, ଭୟାକୁଳ, ଭୟାକ୍ରାନ୍ତ, ସଂତ୍ରସ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଡରିଛି
ଉଦାହରଣ :
ଅନ୍ୟାୟକୁ ଭୟଭୀତ ନ ହୋଇ ତା ସହିତ ଲଢ଼ିବା ଉଚିତ୍
ସମକକ୍ଷ : ଭୟଗ୍ରସ୍ତ, ଭୟଭୀତ, ଭୟଯୁକ୍ତ, ଭୟାନ୍ୱିତ
ଅନ୍ୟ ଭାଷାରେ ଅନୁବାଦ :
जो डरा हुआ हो।
अन्याय से भयभीत लोगों को उससे लड़ना चाहिए।Thrown into a state of intense fear or desperation.
Became panicky as the snow deepened.