ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଚାର୍ଯ୍ୟକୁଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଚାର୍ଯ୍ୟକୁଳ   ବିଶେଷ୍ୟ

ଅର୍ଥ : ବୈଦିକ ଯୁଗରେ ଯେଉଁ ଆଶ୍ରମରେ ଛାତ୍ରମାନଙ୍କୁ ନିଜ ପାଖରେ ରଖିକରି ଶିକ୍ଷା ଦେଉଥିଲେ

ଉଦାହରଣ : ବୈଦିକ ଯୁଗରେ ଲୋକେ ବ୍ରହ୍ମଚର୍ଯ୍ୟ ପାଳନ କରି ଗୁରୁକୁଳରେ ଶିକ୍ଷା ପାଉଥିଲେ ସଙ୍ଗୀତ କ୍ଷେତ୍ରରେ ଆଜି ମଧ୍ୟ କେଉଁଠି କେଉଁଠି ଗୁରୁକୁଳ ପ୍ରଚଳିତ ଅଛି

ସମକକ୍ଷ : ଗୁରୁକୁଳ

वैदिक युग का वह आश्रम जहाँ गुरु विद्यार्थियों को अपने पास रखकर शिक्षा देता था।

वैदिक युग में लोग ब्रह्मचर्य का पालन करते हुए गुरुकुल में शिक्षा प्राप्त करते थे।
संगीत के क्षेत्र में आज भी कहीं-कहीं गुरुकुल प्रचलन में हैं।
आचार्यकुल, आचार्य्यकुल, गुरुकुल