ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଗ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁଆଦିର ଅଗ୍ରଭାଗ

ଉଦାହରଣ : ଏହି ଡଙ୍ଗାର ଅଗ୍ରଭାଗରେ ବହୁତ କଣା ହୋଇଗଲାଣି

ସମକକ୍ଷ : ଅଗ, ଅଗ୍ରଭାଗ

किसी वस्तु आदि के आगे का भाग।

इस नाव के अगले भाग में कई छिद्र हो गए हैं।
अगला भाग, अगाड़ी, अगाड़ू, अगारी, अग्र भाग, अग्रभाग, आगा

The side that is seen or that goes first.

front

ଅର୍ଥ : କୌଣସି କ୍ଷେତ୍ର, ମୁକାବଲା ଆଦିରେ କାହାର ତୁଳନାରେ ଏହାକୁ ଆଗରେ ରଖିବାର କ୍ରିୟା

ଉଦାହରଣ : ଆମର ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ମତଗଣନାରେ ଜଣେ ନିର୍ଦଳୀୟ ପ୍ରାର୍ଥୀ ଆଗରେ ଥିଲେ

ସମକକ୍ଷ : ସମ୍ନୁଖ

किसी क्षेत्र, मुकाबले आदि में किसी की तुलना में उससे आगे होने की अवस्था।

हमारे क्षेत्र में पहले ही चक्र की मत-गणना में एक निर्दलीय प्रत्याशी ने बढ़त बना ली थी।
बढ़त, लीड

ଆଗ   ବିଶେଷଣ

ଅର୍ଥ : ଯିଏ ଆଗରେ ବା ଆଗ ଆଡ଼କୁ ଅଛି

ଉଦାହରଣ : ଏହି ଯାନର ଆଗପଟ ଭାଙ୍ଗିଯାଇଛି

ସମକକ୍ଷ : ଅଗ୍ର, ଅଗ୍ରବର୍ତ୍ତୀ, ଆଗପଟ, ପୂର୍ବପଟ, ସାମ୍ନା

जो आगे का हो या आगे की ओर का।

इस वाहन का अग्र भाग टूट गया है।
अगला, अगाऊ, अग्र, अग्रवर्ती, अग्रिम, आगे का, पूर्व, सामने का

Of or near the head end or toward the front plane of a body.

anterior