ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଗତକାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଗତକାଳ   ବିଶେଷ୍ୟ

ଅର୍ଥ : ଆଗତ ସମୟ ବା କାଳ

ଉଦାହରଣ : ଭବିଷ୍ୟତରେ କ’ଣ ହେବ କେହି ଜାଣେ ନାହିଁ ଆସନ୍ତା କାଲିକୁ କିଏ ଦେଖିଛି

ସମକକ୍ଷ : ଆଗାମୀସମୟ, ଆସନ୍ତାକାଲି, ଉତ୍ତରକାଳ, ଭବିଷ୍ୟ, ଭବିଷ୍ୟକାଳ, ଭବିଷ୍ୟତ, ଭାବିସମୟ

आने वाला काल या समय।

भविष्य में क्या होगा कोई नहीं जानता।
कल किसने देखा है।
अगत, अप्राप्तकाल, अवर्तमान, अवर्त्तमान, आगम, आगामी समय, आगाह, आने वाला समय, उत्तर काल, उत्तर-काल, उत्तरकाल, कल, भविष्य, भविष्य काल, भावी समय

The time yet to come.

future, futurity, hereafter, time to come