ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଖିଠାଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଖିଠାଣୀ   ବିଶେଷ୍ୟ

ଅର୍ଥ : ଆଖିଦ୍ୱାରା କରାଯାଉଥିବା ଭାବଭଙ୍ଗୀ

ଉଦାହରଣ : ନୃତ୍ୟଆଦିରେ ନଟ ନେତ୍ରମୁଦ୍ରାଦ୍ୱାରା ନିଜର ଭାବ ପ୍ରକଟ କରିଥାଏ

ସମକକ୍ଷ : ନେତ୍ରଛଟା, ନେତ୍ରଭଙ୍ଗିମା, ନେତ୍ରମୁଦ୍ରା

आँख द्वारा बनाई जाने वाली भाव-भंगिमा।

नृत्य आदि में नेत्र मुद्रा द्वारा नट अपने भाव प्रकट करते हैं।
नेत्र भंगिमा, नेत्र मुद्रा

A gesture executed with the facial muscles.

facial expression, facial gesture