ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରାଣୀଙ୍କ ରୂପ, ବର୍ଣ୍ଣ, ବିସ୍ତାର ତଥା ଆକାରଆଦି ସଂପର୍କରେ ଜାଣୁଥିବା ଇନ୍ଦ୍ରିୟ
ଉଦାହରଣ : ମୋତିଆବିନ୍ଦୁ ଆଖି ପିତୁଳାରେ ହେଉଥିବା ଏକ ରୋଗ ସେହି ନବଯୁବତୀର ଆଖି ହରିଣୀର ଆଖି ପରି
ସମକକ୍ଷ : ଚକ୍ଷୁ, ନୟନ, ଲୋଚନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह इंद्रिय जिससे प्राणियों को रूप, वर्ण, विस्तार तथा आकार का ज्ञान होता है।
The organ of sight.
ଅର୍ଥ : ମଞ୍ଜିର ସେହି ସ୍ଥାନ ଯେଉଁଠାରୁ ଅଙ୍କୁର ବାହାରେ
ଉଦାହରଣ : ଆଳୁରେ କେତେ ଗୁଡ଼ିଏ ଆଖି ଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
बीज आदि में वह स्थान जहाँ से अंकुर निकलता है।
ସଂସ୍ଥାପନ କରନ୍ତୁ