ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅନେକ ତାରାର ଏକ ବିସ୍ତୃତ ରୂପ ଯାହା ଆକାଶରେ ଉତ୍ତର-ଦକ୍ଷିଣ ଦିଗରେ ବ୍ୟାପ୍ତ
ଉଦାହରଣ : ଆମେ ତାରାଗୃହରେ ଆକାଶଗଙ୍ଗାର ମନୋହର ଦୃଶ୍ୟ ଦେଖିଲୁ
ସମକକ୍ଷ : ଛାୟାପଥ, ମନ୍ଦାକିନୀ
बहुत से तारों का एक विस्तृत समूह जो हमें रात के समय आकाश में उत्तर-दक्षिण में फैला हुआ चमकीली चौड़ी पट्टी या सड़क के रूप में दिखाई देता है।
The galaxy containing the solar system. Consists of millions of stars that can be seen as a diffuse band of light stretching across the night sky.
ଅର୍ଥ : ଗଙ୍ଗାର ଯେଉଁ ଧାର ସ୍ୱର୍ଗରେ ଅଛି
ଉଦାହରଣ : କୁହାଯାଏ ଯେ ଭଗୀରଥ ତପସ୍ୟା କରି ନିଜ ପୂର୍ବପୁରୁଷଙ୍କୁ ଉଦ୍ଧାର କରିବା ନିମନ୍ତେ ମନ୍ଦାକିନୀଙ୍କୁ ପୃଥିବୀ ଉପରକୁ ଆଣିଥିଲେ
ସମକକ୍ଷ : ମନ୍ଦାକିନୀ, ସ୍ୱର୍ଗଙ୍ଗା
पुराणों के अनुसार स्वर्ग में बहने वाली एक नदी।
ସଂସ୍ଥାପନ କରନ୍ତୁ