ଅର୍ଥ : ତେର ହଜାର ଫୁଟ ମୋଟା ବରଫ ଗଦା ହୋଇଥିବା ପୃଥିବୀର ଦକ୍ଷିଣ ମେରୁର ଅତ୍ୟଧିକ ଥଣ୍ଡା ମହାଦ୍ବୀପ
ଉଦାହରଣ :
ଆଣ୍ଟାର୍ଟିକା ମହାଦ୍ବୀପ ଅଷ୍ଟ୍ରେଲିଆର ଦୁଇଗୁଣ ବଡ
ସମକକ୍ଷ : ଆଂଟାର୍ଟିକା ମହାଦେଶ, ଆଂଟାର୍ଟିକା ମହାଦ୍ବୀପ, ଆଣ୍ଟାର୍ଟିକା, ଆଣ୍ଟାର୍ଟିକା ମହାଦେଶ, ଆଣ୍ଟାର୍ଟିକା ମହାଦ୍ବୀପ