ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଂଟାର୍ଟିକା ମହାଦେଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ତେର ହଜାର ଫୁଟ ମୋଟା ବରଫ ଗଦା ହୋଇଥିବା ପୃଥିବୀର ଦକ୍ଷିଣ ମେରୁର ଅତ୍ୟଧିକ ଥଣ୍ଡା ମହାଦ୍ବୀପ

ଉଦାହରଣ : ଆଣ୍ଟାର୍ଟିକା ମହାଦ୍ବୀପ ଅଷ୍ଟ୍ରେଲିଆର ଦୁଇଗୁଣ ବଡ

ସମକକ୍ଷ : ଆଂଟାର୍ଟିକା, ଆଂଟାର୍ଟିକା ମହାଦ୍ବୀପ, ଆଣ୍ଟାର୍ଟିକା, ଆଣ୍ଟାର୍ଟିକା ମହାଦେଶ, ଆଣ୍ଟାର୍ଟିକା ମହାଦ୍ବୀପ

पृथ्वी के दक्षिण ध्रुव का अत्यधिक ठंडा महाद्वीप जहाँ तेरह हज़ार फुट मोटा बर्फ जमा है।

अंटार्कटिका आस्ट्रेलिया से दुगुना बड़ा है।
अंटार्कटिका, अंटार्कटिका महाद्वीप, अन्टार्कटिका, अन्टार्कटिका महाद्वीप