ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅୟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅୟନ   ବିଶେଷ୍ୟ

ଅର୍ଥ : ସୂର୍ଯ୍ୟ ଦକ୍ଷିଣ ବା ଉତ୍ତର ଦିଗରେ ରହିବା ସମୟ

ଉଦାହରଣ : ଦୁଇ ଅୟନ କାଳ ମିଶିଲେ ଗୋଟିଏ ବର୍ଷ ହୁଏ

ସମକକ୍ଷ : ଅୟନ କାଳ

वह समय जब सूर्य दक्षिण या उत्तर दिशा में रहता है।

दो अयन का एक वर्ष होता है।
अयन, अयन काल, अयन-काल, अयनकाल

ଅର୍ଥ : ସୂର୍ଯ୍ୟ ବା ଚନ୍ଦ୍ରମାଙ୍କର ଦକ୍ଷିଣରୁ ଉତ୍ତର ବା ଉତ୍ତରରୁ ଦକ୍ଷିଣ ଦିଗକୁ ଯାତ୍ରା

ଉଦାହରଣ : ଦକ୍ଷିଣ ଆଡ଼ର ଅୟନକୁ ଦକ୍ଷିଣାୟନ ଏବଂଉତ୍ତର ଆଡ଼ର ଅୟନକୁ ଉତ୍ତରାୟଣ କୁହାଯାଏ

सूर्य या चंद्रमा का दक्षिण से उत्तर या उत्तर से दक्षिण की ओर गमन।

दक्षिण की ओर के अयन को दक्षिणायन और उत्तर की ओर के अयन को उत्तरायण कहते हैं।
अयन