ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅହମିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅହମିକା   ବିଶେଷ୍ୟ

ଅର୍ଥ : ଧନ, ବିଦ୍ୟା, ପ୍ରଭୁତ୍ୱଆଦିର ଅହଙ୍କାର

ଉଦାହରଣ : ଜମିଦାରୀର ଅହମିକାରେ ସେ ଅନେକ କୃଷକଙ୍କୁ ପ୍ରତାରିତ କରିଥିଲେ

ସମକକ୍ଷ : ଅହଙ୍କାର

धन, विद्या, प्रभुत्व (अधिकार) आदि का घमंड।

जमींदारी के नशे में ठाकुर ने कई किसानों को प्रताड़ित किया।
अभिमाद, ख़ुमार, ख़ुमारी, खुमार, खुमारी, नशा, मद

Excitement and elation beyond the bounds of sobriety.

The intoxication of wealth and power.
intoxication

ଅର୍ଥ : ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ

ଉଦାହରଣ : ଅହଂକାର ମଣିଷକୁ ନେଇ ଡୁବାଇ ଦିଏ କେଉଁ କଥାରୁ ତୁମର ଏ ଔଦ୍ଧତ୍ୟ !

ସମକକ୍ଷ : ଅହଂକାର, ଅହଂଭାବ, ଔଦ୍ଧତ୍ୟ, ଗର୍ବ, ଦର୍ପ, ଦାମ୍ଭିକତା, ଧୃଷ୍ଟତା, ହାମବଡ଼ାପଣ

An inflated feeling of pride in your superiority to others.

ego, egotism, self-importance