ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅହଂଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅହଂଭାବ   ବିଶେଷ୍ୟ

ଅର୍ଥ : ମୁଁ ଅଛି ବା ମୁଁ କରୁଛିର ଭାବନା

ଉଦାହରଣ : ଅହଂକୁ ତ୍ୟାଗକରିହିଁ ମୋକ୍ଷ୍ୟକୁ ପାଇହେବ

ସମକକ୍ଷ : ଅସ୍ମିତା, ଅହଂ, ଅହଂତତ୍ତ୍ୱ

मनुष्य में होनेवाला यह ज्ञान या धारणा कि मैं हूँ या मैं करता हूँ तथा मेरी औरों से पृथक एवं स्वतंत्र सत्ता है।

अहं को त्यागकर ही मोक्ष पाया जा सकता है।
अस्मिता, अहं, अहं तत्व, अहंभाव, आत्म तत्व, मैं भाव

An inflated feeling of pride in your superiority to others.

ego, egotism, self-importance

ଅର୍ଥ : ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ

ଉଦାହରଣ : ଅହଂକାର ମଣିଷକୁ ନେଇ ଡୁବାଇ ଦିଏ କେଉଁ କଥାରୁ ତୁମର ଏ ଔଦ୍ଧତ୍ୟ !

ସମକକ୍ଷ : ଅହଂକାର, ଅହମିକା, ଔଦ୍ଧତ୍ୟ, ଗର୍ବ, ଦର୍ପ, ଦାମ୍ଭିକତା, ଧୃଷ୍ଟତା, ହାମବଡ଼ାପଣ

An inflated feeling of pride in your superiority to others.

ego, egotism, self-importance