ଅର୍ଥ : ଗୋଟିଏ ପ୍ରକାରର ନରକ
ଉଦାହରଣ :
ଗୟାରେ ପିତୃପୁରୁଷଙ୍କୁ ପିଣ୍ଡ ପକାଉନଥିବା ବ୍ୟକ୍ତି ଅସ୍ଥିକୁଣ୍ଡ ନରକ ଭୋଗିଥାଏ
ସମକକ୍ଷ : ଅସ୍ଥିକୁଂଡ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का नरक।
जो पितरों के लिए गया में पिंड दान नहीं करते हैं वे अस्थिकुंड नरक में जाते हैं।