ଅର୍ଥ : କାମ ଚଳାଇବା ଉଦ୍ଦେଶ୍ୟରେ ଯାହାକୁ କୌଣସି ବ୍ୟକ୍ତି ସ୍ଥାନରେ କିଛି ସମୟ ପାଇଁ ରଖାଯାଇଛି
ଉଦାହରଣ :
ଏହି କାର୍ଯ୍ୟାଳୟରେ ମହେଶକୁ ଛାଡ଼ି ବାକି ସମସ୍ତେ ଅସ୍ଥାୟୀ କର୍ମଚାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା କିଛି ଦିନରୁ ଅଛି ବା କିଛି ଦିନ ରହେ
ଉଦାହରଣ :
ଜୀବନରେ ସୁଖ କ୍ଷଣିକ
ସମକକ୍ଷ : ଅଳ୍ପ କାଳୀନ, କ୍ଷଣଭଙ୍ଗୁର, କ୍ଷଣିକ
ଅନ୍ୟ ଭାଷାରେ ଅନୁବାଦ :
जो कुछ ही दिनों से हो या कुछ ही दिन रहे।
जीवन में सुख अल्प कालीन है।ଅର୍ଥ : ଗୋଟିଏ ସ୍ଥାନରେ ସବୁବେଳେ ରହୁନଥିବା
ଉଦାହରଣ :
ଯୋଗେନ୍ଦ୍ର ଏଠାରେ ସ୍ଥାୟୀ ନୁହେଁ, ଜଣେ ଯାଯାବର ବ୍ୟକ୍ତି
ସମକକ୍ଷ : ଯାଯାବର
ଅନ୍ୟ ଭାଷାରେ ଅନୁବାଦ :