ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଥୋପ୍ତତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥୋପ୍ତତ୍ତି   ବିଶେଷ୍ୟ

ଅର୍ଥ : ନ୍ୟାୟରେ ରହିଛି, ବାଦୀଙ୍କ କହିବା ଅନୁସାରେ ପ୍ରତିପାଦିତ ମୋର ନିର୍ଦ୍ଦିଷ୍ଟ ସିଧ୍ୟାନ୍ତକୁ ମାନିଲେ ତୁମକୁ ଦୋଷ ଲାଗିବ

ଉଦାହରଣ : ଉକ୍ତ ଜାତି ଅବା ଦୋଷ ପାଇଁ ଚବିଶତମ ପ୍ରକାରରୁ ଗୋଟିଏ

न्याय में, वादी का उत्तर में यह कहने की क्रिया कि यदि तुम मेरा प्रतिपादित अमुक सिद्धांत मानोगे तो तुम्हें दोष लगेगा।

अर्थापत्ति जाति या दोषों के चौबीस भेदों में से एक है।
अर्थापत्ति

ଅର୍ଥ : ଗୋଟିଏ ଅର୍ଥାଳଙ୍କାର

ଉଦାହରଣ : ଅର୍ଥୋପ୍ତତ୍ତିରେ ଗୋଟିଏ ଅର୍ଥ ଅବା କହିବା ଦ୍ବାରା ଦ୍ବିତୀୟାଟି ସ୍ବତଃ ସିଦ୍ଧ ହୋଇଯାଇଥାଏ

एक अर्थालंकार।

अर्थापत्ति में एक अर्थ या कथन द्वारा दूसरा स्वतः सिद्ध हो जाता है।
अर्थापत्ति

ଅର୍ଥ : ମୀମାଂସା ଅନୁସାରେ ଗୋଟିଏ ପ୍ରମାଣ

ଉଦାହରଣ : ଅର୍ଥୋପ୍ତତ୍ତିରେ ପ୍ରକାଶ ହେବାପାଇଁ କୌଣସି ବିଷୟକୁ ପ୍ରକାଶିତ ନକରି କେବଳ ଶବ୍ଦଦ୍ବାରା ବିଷୟର ସିଧ୍ୟାନ୍ତରେ ଉପନୀତ ହେବା

मीमांसा के अनुसार एक प्रमाण।

अर्थापत्ति में प्रगट रूप से किसी विषय को प्रकाशित न करके केवल शब्द द्वारा ही विषय की सिद्धि होती है।
अर्थापत्ति