ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଜୁନ ଗଛ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଜୁନ ଗଛ   ବିଶେଷ୍ୟ

ଅର୍ଥ : ପ୍ରାୟ ଷାଠିଏରୁ ଅଶୀଫୁଟ ଉଚ୍ଚ ହେଉଥିବା ଗୋଟିଏ ବଡ଼ ଔଷଧୀୟ ଗଛ

ଉଦାହରଣ : ଅର୍ଜୁନ ଗଛର କାଠ ବହୁତ ଉପଯୋଗୀ ହୋଇଥାଏ ଏବଂ ଛାଲି ଔଷଧ ରୂପରେ ବ୍ୟବହାର କରା ଯାଇଥାଏ

ସମକକ୍ଷ : ଅର୍ଜୁନ

एक बड़ा औषधीय पेड़ जो लगभग साठ से अस्सी फुट ऊँचा होता है।

अर्जुन की लकड़ी बहुत उपयोगी होती है एवं छाल औषध के रूप में प्रयोग की जाती है।
अर्जुन, अर्जुननामाख्य, अर्जुनवृक्ष, इंद्रतरु, इंद्रद्रुम, इन्द्रतरु, इन्द्रद्रुम, ककुभ, घवल, धंवी, धनंजय, धनञ्जय, धन्वी, नदीसर्ज, पुष्पफल, विरातक, वैरांतक, वैरातङ्क, शक्र

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree