ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରୋଚକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରୋଚକ   ବିଶେଷଣ

ଅର୍ଥ : ଯାହା ରୋଚକ ନୁହେଁ

ଉଦାହରଣ : ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି

ସମକକ୍ଷ : ଅରୁଚିକର, ନୀରସ, ରସହୀନ

जो रोचक न हो।

यह आपके लिए अरोचक कहानी होगी, मुझे तो इसमें आनंद आ रहा है।
अरस, अरुचिकर, अरोचक, असार, ख़ुश्क, खुश्क, नीरस, फीका, बेमज़ा, बेमजा, रसहीन, रुचिहीन