ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ଗଛର ବଡ଼, ମିଠା ଓ ଲମ୍ବାଳିଆ ଫଳ ଯାହା ଖିଆଯାଏ
ଉଦାହରଣ : ମା’ କଞ୍ଚା ଅମୃତଭଣ୍ଡାକୁ ତରକାରୀ କରୁଛନ୍ତି
ସମକକ୍ଷ : ପପେୟା
एक पेड़ का बड़ा, मीठा और लंबोतरा फल जो खाया जाता है।
Large oval melon-like tropical fruit with yellowish flesh.
ଅର୍ଥ : ଗୋଟିଏ ପ୍ରକାରର ଗଛ ଯାହାର ବଡ଼, ମିଠା ଓ ଲମ୍ବାଳିଆ ଫଳ ଖିଆଯାଏ ଏବଂ ଯାହା କାଠର କୌଣସି ବିଶେଷ ଉପଯୋଗ ହୁଏ ନାହିଁ
ଉଦାହରଣ : ଶ୍ୟାମ ଅମୃତଭଣ୍ଡାର ଗଣ୍ଡି ହାଣିଦେଲା
एक प्रकार का पेड़ जिसके बड़े, मीठे और लंबोतरे फल खाए जाते हैं और इसकी लकड़ी का कुछ विशेष उपयोग नहीं होता है।
Tropical American shrub or small tree having huge deeply palmately cleft leaves and large oblong yellow fruit.