ଅର୍ଥ : ଯେଉଁ ବସ୍ତୁ ମୂର୍ତ୍ତ ନୁହେଁ ବା ଯାହାର କୌଣସି ନିର୍ଦ୍ଦିଷ୍ଟ ରୂପ ଆଗରେ ନାହିଁ
ଉଦାହରଣ :
ଶବ୍ଦ ଏକ ଅମୂର୍ତ୍ତ ବସ୍ତୁ
ସମକକ୍ଷ : ଆକାର ହୀନ ବସ୍ତୁ, ନିରାକାର ବସ୍ତୁ
ଅନ୍ୟ ଭାଷାରେ ଅନୁବାଦ :
वह वस्तु जो मूर्त न हो या जिसका कोई ठोस रूप सामने न हो।
आवाज़ एक अमूर्त वस्तु है।