ଅର୍ଥ : ଯାହାକୁ ଜନ୍ମ ମରଣରୁ ଅବ୍ୟାହତି ମିଳିନାହିଁ ବା ମୋକ୍ଷ ମିଳିନାହିଁ
ଉଦାହରଣ :
ସେ ଅମୋକ୍ଷ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ କଲେ
ସମକକ୍ଷ :
ଅମୋକ୍ଷ
ଅନ୍ୟ ଭାଷାରେ ଅନୁବାଦ :
जिसे जन्म-मरण से छुटकारा न मिला हो या मोक्ष न मिली हो।
उसने अमुक्त आत्मा की शांति के लिए पिंडदान किया।
अमुक्त,
अमोचन