ଅର୍ଥ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
							ଉଦାହରଣ : 
							ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
							
ସମକକ୍ଷ : ଉତ୍ଥାନ, ଉନ୍ନତି, ଉନ୍ନୟନ, ପ୍ରଗତି, ବିକାଶ
ଅନ୍ୟ ଭାଷାରେ ଅନୁବାଦ :
Gradual improvement or growth or development.
Advancement of knowledge.ଅର୍ଥ : ଭଲ ଉନ୍ନତ ଅବସ୍ଥା
							ଉଦାହରଣ : 
							ଛତିଶଗଡ଼ର ଅଭ୍ୟୁନ୍ନତି ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି
							
ସମକକ୍ଷ : ଅଭ୍ୟୁନ୍ନତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ନୂଆ ଜିନିଷ, କଥା, ଶକ୍ତିଆଦି ଉତ୍ପନ୍ନ ହୋଇ ଆଗକୁ ଆସିବାର କ୍ରିୟା
							ଉଦାହରଣ : 
							୧୯୭୨ରେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ରୂପେ ବଙ୍ଗଳାଦେଶର ଉଦୟ ହୋଇଥିଲା
							
ସମକକ୍ଷ : ଉଦୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉନ୍ନତିର ଯୋଗ୍ୟ
							ଉଦାହରଣ : 
							ଆମକୁ ଅଭ୍ୟୁଦୟ କର୍ମ ହିଁ କରିବା ଆବଶ୍ୟକ
							
ସମକକ୍ଷ : ଉନ୍ନତିଯୋଗ୍ୟ, ଶ୍ରୀବୃଦ୍ଧି
ଅନ୍ୟ ଭାଷାରେ ଅନୁବାଦ :