ଅର୍ଥ : ଯାହାର ଅଭିବ୍ୟଞ୍ଜନ ହୋଇଛି ବା ପ୍ରକଟ କରାଯାଇଥିବା
ଉଦାହରଣ :
ଅଭିବ୍ୟକ୍ତ ଭାବକୁ ଲୁଚାଇବାପାଇଁ କାହିଁକି ଚେଷ୍ଟା କରୁଛନ୍ତି?
ସମକକ୍ଷ : ଅଭିବ୍ୟକ୍ତ, ପ୍ରକଟିତ, ବ୍ୟକ୍ତ
ଅନ୍ୟ ଭାଷାରେ ଅନୁବାଦ :
जिसका अभिव्यंजन हुआ हो या प्रकट किया हुआ।
अभिव्यक्त भाव को छुपाने की कोशिश क्यों कर रहे हो।ଅର୍ଥ : ଯାହାର ଉଚ୍ଚାରଣ ହୋଇଛି
ଉଦାହରଣ :
ଉଚ୍ଚାରିତ ଏବଂ ଲିଖିତ ଭାଷା ଏକ ପ୍ରକାର ନୁହେଁ
ଅନ୍ୟ ଭାଷାରେ ଅନୁବାଦ :