ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିକଳ୍ପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିକଳ୍ପ   ବିଶେଷ୍ୟ

ଅର୍ଥ : ତିଆରି କରାଯାଉଥିବା କୌଣସି ରୂପ ବା କାମର ଯେଉଁ ସ୍ଥୂଳ ଅନୁମାନ ତାର ଆକାରପ୍ରକାର ଆଦିର ପରିଚାୟକ

ଉଦାହରଣ : କୌଣସି କାର୍ଯ୍ୟ ଆରମ୍ଭ କରିବାପୂର୍ବରୁ ତା ରୂପରେଖ ତିଆରି କରାଯାଏ

ସମକକ୍ଷ : ରୂପରେଖ

किसी बनाए जाने वाले रूप या किए जाने वाले काम का वह स्थूल अनुमान जो उसके आकार-प्रकार आदि का परिचायक होता है।

किसी भी कार्य को प्रारंभ करने से पूर्व उसकी रूपरेखा तैयार की जाती है।
अभिकल्प, नीला-नक्शा, रूपरेखा

Something intended as a guide for making something else.

A blueprint for a house.
A pattern for a skirt.
blueprint, design, pattern