ଅର୍ଥ : ନ୍ୟାୟାଳୟ ବା ଅଧିକାରୀଙ୍କ ଦ୍ବାରା ଉଚିତ କାର୍ଯ୍ୟାନୁଷ୍ଠାନ ବା ପ୍ରତିକାର କରିବା ଉଦ୍ଦେଶ୍ୟରେ କୌଣସି ଅପରାଧ ବା ଦୋଷ ପାଇଁ ଧ୍ୟାନ ଦେବାର କ୍ରିୟା
ଉଦାହରଣ :
କେତେକ ନ୍ୟାୟ ପର୍ଯ୍ୟବେକ୍ଷଣ ବିନା ହୋଇଯାଇଥାଏ
ସମକକ୍ଷ : ପର୍ଯ୍ୟବେକ୍ଷଣ
ଅନ୍ୟ ଭାଷାରେ ଅନୁବାଦ :
न्यायालय या अधिकारी द्वारा उचित कार्रवाई या प्रतिकार करने के उद्देश्य से किसी अपराध या दोष की ओर ध्यान देने की क्रिया।
कितने न्याय अवेक्षा के बिना ही हो जाते हैं।