ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସୌରଜଗତର ସେହିଗ୍ରହ ଯାହା ଉପରେ ଆମେ ସବୁ ବାସ କରୁଛୁଁ
ଉଦାହରଣ : ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀ ଶେଷନାଗଙ୍କ ଫଣା ଉପରେ ତିଷ୍ଠି ରହିଛି
ସମକକ୍ଷ : ଅଚଳା, ଧରଣୀ, ଧରା, ଧରିତ୍ରୀ, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ମହୀ, ମାଟିମା’, ରସା
सौर जगत का वह ग्रह जिस पर हम लोग निवास करते हैं।
ଅର୍ଥ : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି
ଉଦାହରଣ : ଧର୍ମଗ୍ରନ୍ଥରେ ପୃଥିବୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ବୋଲି କୁହାଯାଇଛି
ସମକକ୍ଷ : କ୍ଷିତି, ଧରଣୀ, ଧରା, ଧରିତ୍ରୀ, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ଭୂ-ଦେବୀ
हिन्दू धर्म ग्रंथों में वर्णित एक देवी जो सारे संसार को धारण की हुई हैं।
A Hindu goddess who releases from sin or disease. Mother of the Adityas.
ସଂସ୍ଥାପନ କରନ୍ତୁ
अमेजन से खरीदेँ