ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତଲଘୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତଲଘୁ   ବିଶେଷ୍ୟ

ଅର୍ଥ : ଯେଉଁ ଶବ୍ଦର ଶେଷରେ ଲଘୁ ବର୍ଣ୍ଣ ବା ମାତ୍ରା ଥାଏ

ଉଦାହରଣ : ମର୍କଟ ଶବ୍ଦ ଅନ୍ତଲଘୁର ଉଦାହରଣ


ଅନ୍ୟ ଭାଷାରେ ଅନୁବାଦ :

वह शब्द जिसके अंत में लघु वर्ण या मात्रा हो।

मर्कट शब्द अंतलघु हैं।
अंत-लघु, अंतलघु, अन्त-लघु, अन्तलघु

ଅର୍ଥ : ଯେଉଁ ଛନ୍ଦର ଚରଣର ଶେଷରେ ଲଘୁ ବର୍ଣ୍ଣ ବା ମାତ୍ରା ଥାଏ

ଉଦାହରଣ : ଅନ୍ତଲଘୁରେ କେତେଟି ମାତ୍ରା ରହିଛି?


ଅନ୍ୟ ଭାଷାରେ ଅନୁବାଦ :

किसी छन्द का वह चरण जिसके अंत में लघु वर्ण या मात्रा हो।

अंतलघु में कितनी मात्राएँ हैं।
अंत-लघु, अंतलघु, अन्त-लघु, अन्तलघु