ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତର୍ବେଦନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତର୍ବେଦନା   ବିଶେଷ୍ୟ

ଅର୍ଥ : ମନରେ ହୋଇଥିବା ବ୍ୟଥା

ଉଦାହରଣ : ରାମ ନିଜର ମନୋବ୍ୟଥା କାହାରିକୁ କହୁନାହିଁ ମୁଁ ନିଜର ଅନ୍ତର୍ବେଦନା କାହାକୁ ଶୁଣାଇବି?

ସମକକ୍ଷ : ମନକଷ୍ଟମନବେଦନା, ମନଦୁଃଖ, ମନସ୍ତାପ, ମନୋବ୍ୟଥା, ମାନସିକ ପୀଡ଼ା

मन में होनेवाली व्यथा।

राम अपनी मनोव्यथा किसी को नहीं सुनाता।
मैं अपनी अंतर्वेदना किसे सुनाऊँ?
अंतर्वेदना, अंतस्ताप, अन्तस्ताप, जख्म-ए-जिगर, जख्मे जिगर, ज़ख़्म-ए-जिगर, ज़ख़्मे जिगर, दर्द-ए-दिल, दर्दे दिल, मनस्ताप, मनोव्यथा, मानसिक पीड़ा

Intense sorrow caused by loss of a loved one (especially by death).

brokenheartedness, grief, heartache, heartbreak