ଅର୍ଥ : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ
ଉଦାହରଣ :
ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା
ସମକକ୍ଷ : ଆବାସହୀନ, ଆଶ୍ରୟହୀନ, ଗୃହବିହୀନ, ଗୃହହୀନ, ବାସହୀନ, ବେଘର
ଅନ୍ୟ ଭାଷାରେ ଅନୁବାଦ :
Physically or spiritually homeless or deprived of security.
Made a living out of shepherding dispossed people from one country to another.