ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାମିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାମିକା   ବିଶେଷ୍ୟ

ଅର୍ଥ : କବିବର ନିରାଲାଙ୍କର ଗୋଟିଏ ପୁସ୍ତକ

ଉଦାହରଣ : ଅନାମିକା ନିରାଲାଙ୍କର ସର୍ବୋତ୍ତମ କବିତା ସଂଗ୍ରହ

कविवर निराला की एक पुस्तक।

अनामिका निरालाजी की सर्वोत्तम कविता संग्रह है।
अनामिका

ଅର୍ଥ : କନିଷ୍ଠା ଏବଂ ମଧ୍ୟମା ମଝିରେ ଥିବା ଆଙ୍ଗୁଳି

ଉଦାହରଣ : ମୋ ଡାହାଣ ହାତର ଅନାମିକାରେ ଦରଜ ହେଉଛି

कनिष्ठा और मध्यमा के बीच की उँगली।

मेरे दाहिने हाथ की अनामिका में दर्द हो रहा है।
अनामा, अनामिका, उपकनिष्ठिका

The third finger (especially of the left hand).

annualry, ring finger