ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅପକାର କରିବା ବାଲା ବ୍ୟକ୍ତି
ଉଦାହରଣ : ଅପକାରୀ କେବେ ସୁଖୀ ରହେନାହିଁ
ସମକକ୍ଷ : ଅନିଷ୍ଟକାରୀ, ଅପକର୍ତ୍ତା, ଅପକାର କର୍ତ୍ତା, ଅପକାରକ, ଅପକାରୀ
अपकार करने वाला व्यक्ति।
ଅର୍ଥ : ଯେ ଅନର୍ଥ ବା ଧ୍ୱଂସ କରେ
ଉଦାହରଣ : ଗୁଜୁରାଟରେ ଆସିଥିବା ଅନର୍ଥକାରୀ ଭୂମିକମ୍ପ ବହୁତ ଲୋକଙ୍କୁ ଅନାଥ କରିଦେଲା
अनर्थ या तबाही करनेवाला।
ଅର୍ଥ : ଅପକାର କରିବା ଲୋକ ବା ଯେ ଅପକାଋ କରେ
ଉଦାହରଣ : ଅପକାରୀ ବ୍ୟକ୍ତି କେତେବେଳେ ବି ଶାନ୍ତିରେ ଶୋଇପାରେ ନାହିଁ
ସମକକ୍ଷ : ଅନିଷ୍ଟକାରୀ, ଅନୁପକାରୀ, ଅପକର୍ତ୍ତା, ଅପକାରକ, ଅପକାରୀ
अपकार करनेवाला या जो अपकार करता हो।
ସଂସ୍ଥାପନ କରନ୍ତୁ