ଅର୍ଥ : ଯାହାଙ୍କର ଅଧ୍ୟାତ୍ମ ଜ୍ଞାନ ଅଛି
ଉଦାହରଣ :
ପଣ୍ଡିତ ସତ୍ୟନାରାୟଣ ଜଣେ ଅଧ୍ୟାତ୍ମଜ୍ଞାନୀ ବ୍ୟକ୍ତି
ସମକକ୍ଷ : ଅଧ୍ୟାତ୍ମଜ୍ଞ, ବ୍ରହ୍ମଜ୍ଞାନୀ, ସିଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
जिसे अध्यात्म का ज्ञान हो।
पंडित सत्यनारायण जी एक अध्यात्मज्ञ व्यक्ति हैं।