ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତୃପ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତୃପ୍ତ   ବିଶେଷଣ

ଅର୍ଥ : ଯେ ତୃପ୍ତ ହୋଇନାହିଁ

ଉଦାହରଣ : ତାହାର ଅତୃପ୍ତ ମନ ଠିକ୍‌ ଜ୍ଞାନକୁ ଖୋଜିବାରେ ଏଣେତେଣେ ଭ୍ରମୁଛି

ସମକକ୍ଷ : ଅତୁଷ୍ଟ, ଅସନ୍ତୁଷ୍ଟ, ଅସନ୍ତୋଷୀ


ଅନ୍ୟ ଭାଷାରେ ଅନୁବାଦ :

जो तृप्त न हुआ हो।

उसका अतृप्त मन सच्चे ज्ञान की तलाश में भटकता रहता है।
अतुष्ट, अतृप्त, असंतुष्ट, असंतोषी, असन्तुष्ट, असन्तोषी

Not having been satisfied.

unsated, unsatiated, unsatisfied

ଅର୍ଥ : ଯାହାଙ୍କର ଶ୍ରାଦ୍ଧ କର୍ମ ରୀତି ଅନୁସାରେ ବା ଠିକ ଭାବରେ କରାଯାଇନାହିଁ

ଉଦାହରଣ : ଅତୃପ୍ତ ଆତ୍ମା ଚାରିଆଡ଼େ ବୁଲୁଛି

ସମକକ୍ଷ : ଅଶାନ୍ତ


ଅନ୍ୟ ଭାଷାରେ ଅନୁବାଦ :

जिसका श्राद्ध-कर्म रीति अनुसार या ठीक से न किया गया हो।

अगतिक आत्मा भटकती रहती है।
अगति, अगतिक