ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତୁଳିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତୁଳିତ   ବିଶେଷଣ

ଅର୍ଥ : ଯାହା ତଉଲ ବା ଅନୁମାନ କରାଯାଇପାରେ ନାହିଁ

ଉଦାହରଣ : ସେମାନେ ଅତୌଲ ଧନର ମାଲିକ

ସମକକ୍ଷ : ଅତୁଳ, ଅତୌଲ

जो तौला या कूता न जा सके।

वे अतुल धन के मालिक हैं।
अतुल, अतुलित, अतोल, अतौल

ଅର୍ଥ : ଓଜନ ହୋଇନଥିବା

ଉଦାହରଣ : ସେ ଭିକାରୀ ଥାଳିରେ ଅତୁଳିତ ଚାଉଳ ଢାଳିଦେଲା

बिना तौला हुआ।

उसने भिखारी की झोली में अतुलित अनाज डाल दिया।
अतुलित

Eminent beyond or above comparison.

Matchless beauty.
The team's nonpareil center fielder.
She's one girl in a million.
The one and only Muhammad Ali.
A peerless scholar.
Infamy unmatched in the Western world.
Wrote with unmatchable clarity.
Unrivaled mastery of her art.
matchless, nonpareil, one, one and only, peerless, unmatchable, unmatched, unrivaled, unrivalled