ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଣନିରାପତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଣନିରାପତ୍ତା   ବିଶେଷ୍ୟ

ଅର୍ଥ : ସୁରକ୍ଷାର ଅଭାବ

ଉଦାହରଣ : କାଶ୍ମୀରୀ ପଣ୍ଡିତଙ୍କ ମଧ୍ୟରେ ଅସୁରକ୍ଷାର ଭାବନା ବଢ଼ିଚାଲିଛି

ସମକକ୍ଷ : ଅରକ୍ଷା, ଅସଂରକ୍ଷଣ, ଅସୁରକ୍ଷା

सुरक्षा का अभाव।

कश्मीरी पंडितों में असुरक्षा की भावना बढ़ती जा रही है।
असुरक्षा, ग़ैरहिफ़ाज़त, गैरहिफाजत

The state of being subject to danger or injury.

insecurity