ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଘୋର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଘୋର   ବିଶେଷ୍ୟ

ଅର୍ଥ : ମଳ, ମାଂସ ଆଦି ଘୃଣ୍ୟ ପଦାର୍ଥ ଭକ୍ଷଣ କରୁଥିବା ବ୍ୟକ୍ତି

ଉଦାହରଣ : ଅଘୋରୀ ମଶାଣିରେ ମୁର୍ଦାର ମାଂସ ଖାଉଥିଲା

ସମକକ୍ଷ : ଅଘୋରୀ

घिनौने पदार्थों जैसे गुह, माँस आदि का भक्षण करने वाला व्यक्ति।

अघोरी श्मशान में मुरदे का माँस खा रहा था।
अघोर, अघोरी

ଅର୍ଥ : ଜଣେ ଅସୁର

ଉଦାହରଣ : ପୁରାଣରେ ଅଘୋରର ବର୍ଣ୍ଣନା ମିଳେ

एक असुर।

अघोर का वर्णन पुराणों में मिलता है।
अघोर

ଅର୍ଥ : ଜଣେ ପୌରାଣିକ ଋଷି

ଉଦାହରଣ : ଅଘୋର ଋଷି ଭଗବାନ ଶିବଙ୍କର ଜଣେ ପରମ ଭକ୍ତ ଥିଲେ

ସମକକ୍ଷ : ଅଘୋର ଋଷି

एक पौराणिक ऋषि।

अघोर भगवान शिव के परम भक्त थे।
अघोर, अघोर ऋषि

A mentor in spiritual and philosophical topics who is renowned for profound wisdom.

sage