ଅର୍ଥ : ଶୁଭକାର୍ଯ୍ୟରେ ବ୍ରାହ୍ମଣଙ୍କୁ ଦିଆଯାଉଥିବା ନିମନ୍ତ୍ରଣ ଯେଉଁଥିରେ ପ୍ରାୟତଃ ଅକ୍ଷତର ଟୀକା ଲଗାଯାଇଥାଏ
ଉଦାହରଣ :
ବାପା ଅକ୍ଷତ ନିମନ୍ତ୍ରଣ କରିବାକୁ ପୁରୋହିତଙ୍କ ଘରକୁ ଯାଇଥିଲେ
ଅନ୍ୟ ଭାଷାରେ ଅନୁବାଦ :
शुभ अवसरों पर ब्राह्मणों को दिया जानेवाला निमंत्रण जिसमें प्रायः आखत से उन्हें तिलक लगाया जाता है।
पिताजी आखत के लिए पंडितजी के घर गए थे।