ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଂଗଛେଦକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଂଗଛେଦକ   ବିଶେଷ୍ୟ

ଅର୍ଥ : ଯେଉଁ ଉପକରଣ ସାହାଯ୍ୟରେ କୌଣସି ଅଙ୍ଗକୁ କଟାଯାଏ ବା କାଟି ଅଲଗା କରାଯାଏ

ଉଦାହରଣ : ଅସ୍ତ୍ରୋପଚାର ପୂର୍ବରୁ ଅଙ୍ଗଛେଦକଗୁଡ଼ିକୁ ଗରମ ପାଣିରେ ଭଲଭାବେ ସଫା କରିଦେବା ଆବଶ୍ୟକ

ସମକକ୍ଷ : ଅଙ୍ଗଛେଦକ


ଅନ୍ୟ ଭାଷାରେ ଅନୁବାଦ :

वह उपकरण जिसकी सहायता से किसी अंग को छेदा जाता है या काटकर अलग किया जाता है।

शल्य-क्रिया से पहले अंगच्छेदकों को गरम पानी में अच्छी तरह साफ कर लेना चाहिए।
अंगच्छेदक, अंगछेदक

ଅଂଗଛେଦକ   ବିଶେଷଣ

ଅର୍ଥ : କୌଣସି ଅଙ୍ଗକୁ କାଟିବା ବା କାଟିକରି ଅଲଗା କରିବାଲୋକ

ଉଦାହରଣ : ଶଲ୍ୟ-କ୍ରିୟା କରିବାପାଇଁ କେତେକ ଅଙ୍ଗଛେଦକ ଉପକରଣର ଆବଶ୍ୟକତା ପଡ଼େ

ସମକକ୍ଷ : ଅଙ୍ଗଛେଦକ


ଅନ୍ୟ ଭାଷାରେ ଅନୁବାଦ :

किसी अंग को छेदने या काटकर अलग करनेवाला।

शल्य-क्रिया के दौरान कई अंगच्छेदक उपकरणों की आवश्यकता पड़ती है।
अंगच्छेदक, अंगछेदक